ପାଣିରେ ପଡ଼ିବ ୩୩ କୋଟି : ସୁନାମି ବନ୍ଧ କାମ ଅଧା, ଠିକାଦାର ଛୁ…

ବାଲିକୁଦା: ଉପକୂଳବାସୀଙ୍କୁ ସୁନାମି ଦାଉରୁ ସୁରକ୍ଷା ମିଳିବ। ନହରଣା ପଞ୍ଚାୟତ ଠାରୁ ବନ୍ଦର ସାମୁଦ୍ରିକ ଥାନା ପର୍ଯ୍ୟନ୍ତ ଦେବୀନଈ ବନ୍ଧକୁ ସୁଦୃଢ଼ କରାଯିବ। ୩ଟି ସ୍ଲୁଇସ୍‌ଗେଟ୍ ନିର୍ମାଣ ହେବ। ଚାଷୀଙ୍କ କ୍ଷେତକୁ ଯିବ ନଈର ମଧୁର ଜଳ। ଚାଷୀମାନେ ଫସଲ ଉତ୍ପାଦନ କରି ସ୍ବାବଲମ୍ବୀ ହେବେ। ଜଳସମ୍ପଦ ବିଭାଗ ପକ୍ଷରୁ ଏମିତି କିଛି ଯୋଜନା କରାଯାଇଥିଲା। ପ୍ରକଳ୍ପ ପାଇଁ ୩୩ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ହେଲେ … Continue reading ପାଣିରେ ପଡ଼ିବ ୩୩ କୋଟି : ସୁନାମି ବନ୍ଧ କାମ ଅଧା, ଠିକାଦାର ଛୁ…